ତାଳଅନ୍ତି ଉତାର Tāḻa-anti utāra
- ଦେ. ବି — ଯେଉଁ ପାକଳ ଓ ପୁରୁଣା ତାଳଗଛର ମଧ୍ୟସ୍ଥ ସମୁଦାୟ ତନ୍ତୁ ପାକଳ ହୋଇଥାଏ, ଅର୍ଥାତ୍ ଯେଉଁ ତାଳଗଛ ଚିରିଲେ ତାହା ମଧ୍ୟରେ ନରମା ଆଂଶୁ ବା ତନ୍ତୁ ନ ଥାଏ — Hard and dense fibred; well developed (palm-trunk); (old palm trees) all the fibres of which are hard