ତାଳ ମଞ୍ଜ Tāḻa man̄ja

  • ଦେ. ବି. — ପାଚିଲା ତାଳଫଳ ମଧ୍ୟରେ ଥିବା ଟାକୁଆ — Seed of a palm fruit
  • ଦେ. ବି. — ପୁରୁଣା ତାଳଗଛର ମଧ୍ୟବର୍ତ୍ତି ଅତି କଠିନ କାଷ୍ଠାଂଶ — The hard long fibres inside the bark of a palm-trunk