ତାଳ ବୃନ୍ତ Tāḻa bṛunta
- ସଂ. ବି. (ତାଳ+ବୃନ୍ତ) — ପତ୍ରହୀନ ତାଳବାହୁଙ୍ଗା — The leafless stalk of palm tree
- ସଂ. ବି. (ତାଳ+ବୃନ୍ତ) — ତାଳବାହୁଙ୍ଗାରେ ନିର୍ମିତ ବିଞ୍ଚଣା — Fan made of the stalk of palm leaves
- ସଂ. ବି. (ତାଳ+ବୃନ୍ତ) — ତାଳପତ୍ରରେ ବୁଣା ହୋଇଥିବା ବିଞ୍ଚଣା — Fan of palm leaves woven together