ତାଳ ଫୋପଡ଼ା Tāḻa phopaṟḍ̠ā

  • ଦେ. ବି. — ତାଳଗଛର ବାହୁଙ୍ଗାରୁ ପତ୍ର ଓ ଫାଉଡ଼ା ବାଦ ଦେଲେ ଯେଉଁ ମଧ୍ୟଭାଗ ରହେ (ଯହିଁରୁ କୋରଟ ବା ଲଇ ବାହାରେ) — The middle part or bare ridge of a palm-branch