ତାଳ ପାରୁ Tāḻa pāru

  • ଦେ. ବି. — ପାଚିଲା ତାଳକୁ ଚୁପୁଡ଼ି ଦେଲେ ଟାକୁଆ ଉପରେ ଯେଉଁ ଚେରୁଆ ଆଂଶମାନ ରହିଯାଏ — The soft fibres left on the stone after pressing the juice from a ripe fruit