ତାଳ ପର୍ଣ୍ଣିକା Tāḻa parṇṇikā

  • ସଂ. ବି. ମୁରା ନାମକ ଗନ୍ଧଦ୍ରବ୍ୟ; ମୁରାମାଂସୀ — A herbarious scent
  • ସଂ. ବି. ତାଳମୂଳୀ (ଦେଖ) — Tāḻamūḻī (See)
  • ସଂ. ବି. ସଉପ (ଦେଖ) (ହି. ଶବ୍ଦସାଗର) — Saupa (See)