ତାଳ ପତ୍ର Tāḻa patra

  • ସଂ. ବି. ( 6 ଷ୍ଠୀ ତତ୍; ତାଳ+ପତ୍ର) — ତାଳଗଛର ପତ୍ର — Palm leaf
  • ସଂ. ବି. ( 6 ଷ୍ଠୀ ତତ୍; ତାଳ+ପତ୍ର) — [ଦ୍ର—ଏଥି ଉପରେ ଲେଖନରେ ଲେଖାଯାଏ; ଏଥିରେ ଭୋଗେଇ ଆଦି, ଆସନ ଓ ବିଞ୍ଚଣା ବୁଣାଯାଏ ଏବଂ ତାଟି ବନ୍ଧାଯାଏ।]
  • ସଂ. ବି. ( 6 ଷ୍ଠୀ ତତ୍; ତାଳ+ପତ୍ର) — କର୍ଣ୍ଣଭୂଷଣବିଶେଷ; ତାଟଙ୍କ — An ornament for the ear
  • ସଂ. ବି. ( 6 ଷ୍ଠୀ ତତ୍; ତାଳ+ପତ୍ର) — ଖଡ୍ଗବିଶେଷ — A kind of sword