ତାଳ ପକେଇବା Tāḻa pakeibā

  • ଦେ. କ୍ରି. — ଗୀତ ବା ନାଟର ତାଳ ଅନୁସାରେ ତାଳ ବା ବାଦ୍ୟ ବଜାଇବା — To beat time to a song or dance
  • ଦେ. କ୍ରି. — ତାଳ ଠୁଙ୍କିବା (ଦେଖ) — Tāḻa ṭhuṅkibā (See)