ତାଳ ଧ୍ୱଜ Tāḻa dhwaja
- ସଂ. ବି. ପୁଂ. (ବହୁବ୍ରୀହି; ତାଳ+ଧ୍ୱଜ; ଏମାନଙ୍କ ପତାକାରେ ତାଳଗଛ ଅଙ୍କିତ ଥିବାରୁ) — ବଳରାମ — Baḻarāma; the elder brother of Ṡrīkṛushṇa
- ସଂ. ବି. ପୁଂ. (ବହୁବ୍ରୀହି; ତାଳ+ଧ୍ୱଜ; ଏମାନଙ୍କ ପତାକାରେ ତାଳଗଛ ଅଙ୍କିତ ଥିବାରୁ) — ଭୀଷ୍ମ — A name of Bhīshma
- ବି. କ୍ଲୀ — ବଳରାମଙ୍କ ରଥର ନାମ — Name of the car of Baḻarāma