ତାଳ ଖଣ୍ଡିଆ କରିବା Tāḻa khaṇḍiā karibā

  • ଦେ. କ୍ରି — ବାଦ୍ୟ ବଜାଇବା ବେଳେ ତାଳମାନ ଶେଷ ପର୍ଯ୍ୟନ୍ତ ପକାଇ ନ ପାରିବା; ତାଳକୁ ବେତାଳ କରିବା — Not to complete a musical measure but to interrupt it in the middle