ତାଳ କେତୁ Tāḻa ketu

  • ସଂ. ବି. (ବହୁବ୍ରୀହି; ତାଳ=ତାଳ ଚିହ୍ନିତ+କେତୁ= ପତକା) — ଭୀଷ୍ମ — Bhīshma
  • ସଂ. ବି. (ବହୁବ୍ରୀହି; ତାଳ=ତାଳ ଚିହ୍ନିତ+କେତୁ= ପତକା) — ବଳରାମ — A name of Baḻarāma