ତାଳ କଳିବା Tāḻa kaḻibā

  • ଦେ. କ୍ରି — କୌଣସି ଗାୟକର ଗୀତ ତାଳ ଅନୁସାରେ ଯାଉଅଛି କି ନାହିଁ ତାହା ଜାଣିବା ନିମନ୍ତେ ତାଳ ପକାଇ ପରୀକ୍ଷା କରିବା — To test if a person is singing to the measure by beating time