ତାଳ କରୋଟ Tāḻa koraṭa
- ଦେ. ବି — ତାଳ ବାହୁଙ୍ଗାର ଉପର ଅଂଶରୁ ଛେଲା ଯାଇଥିବା ଚିକ୍କଣିଆ ପାତିଆ — Glossy strips scraped from the back or ridge of the stock of a palm-branch
- ଦେ. ବି — [ଦ୍ର—ଏହା ଦ୍ୱାରା ଚିରା ବାଉଁଶିଆ ଟୋକେଇ ଆଦି ମରାମତ କରାଯାଏ ଏବଂ ବାଉଁଶମାନଙ୍କର ଗଣ୍ଠି ବନ୍ଧାଯାଏ ଏବଂ ଏହା ଲଇ ରୂପେ ବ୍ଯବହୃତ ହୁଏ।]