ତାଳ କରିବା Tāḻa karibā

  • ଦେ. କ୍ରି — ଗୀତ ବାଦ୍ୟାଦିର ପରୀକ୍ଷା ସମୟରେ ଜଣେ ତାଳାଭିଜ୍ଞ ବ୍ଯକ୍ତିଙ୍କର ଅନ୍ୟ ବ୍ଯକ୍ତିମାନଙ୍କ ତାଳର ଆଦର୍ଶ ସ୍ୱରୂପ ତାଳ ପକାଇବା — (an expert) To lay down a specific measure as a model to be followed by several persons or parties at a contest in musical measure