ତାଳ କଣା Tāḻa kaṇā

  • ଦେ. ବି. (ସଂ. ତାଳ+କାଣ) — ଗୀତ ଆଦି ବୋଲାଯିବା ସମୟରେ ଯେଉଁ ବ୍ଯକ୍ତି ଉପଯୁକ୍ତ ତାଳ ଅନୁସାରେ ତାଳ ପକାଇ ପାରେ ନାହିଁ; ତାଳଜ୍ଞାନଶୂନ୍ଯ — Having no adequate knowledge of musical measure
  • ଦେ. ବି. (ସଂ. ତାଳ+କାଣ) — (ଲକ୍ଷଣାର୍ଥ) ମୂର୍ଖ — (figurative) Ignorant
  • ଦେ. ବି. (ସଂ. ତାଳ+କାଣ) — ଯେଉଁ ବ୍ଯକ୍ତି ଦେଶ କାଳ ପାତ୍ର ଦେଖି କଥା କହି ନ ପାରେ ବା କାର୍ଯ୍ୟ କରି ନ ପାରେ — One who cannot adapt himself to his surroundings