ତାଳ ଅନ୍ତି Tāḻa anti

  • ଦେ. ବି. (ସଂ. ତାଳ ଓ ଅନ୍ତଃ) — ତାଳଗଣ୍ଡିର ଗର୍ଭସ୍ଥ ନରମା ବା ଅପରିପକ୍ୱ ତନ୍ତୁ — The soft fibres in the middle part of the trunk of a palm tree