ତାଳ ଅଂଶା Tāḻa sṁṡā
- ଦେ. ବି (ସଂ. ତାଳ+ଅଂଶ) — ତାଳ ଗଛର ଗଣ୍ଡିର ଆବରଣ ଅଂଶରେ ଥିବା ପୋଖତ ଟାଣ ତନ୍ତୁ — The hard fibres of the bark and trunk of a palm tree
- ଦେ. ବି (ସଂ. ତାଳ+ଅଂଶ) — [ଦ୍ର—ଯେଉଁ ତାଳଗଣ୍ଡିର ଅଂଶା ପୋଖତ ବା ପାକଳ ହୋଇଥାଏ ତାହା ଭାରି ଟାଣୁଆ ଓ ଚିରସ୍ଥାୟୀ। ତେଣୁ ଲୋକେ ଏ ତାଳଗଣ୍ଡିକୁ ଫାଳ ଫାଳ କରି ଚିରି ଘରର ଶେଣୀ ଓ ପଥରତଳେ ଆଡ଼ଧାରଣାରୂପେ ବ୍ଯବହାର କରନ୍ତି। ଦେଉଳମାନଙ୍କ ପାଟପଥର ତଳେ ତାଳର ଆଡ଼ଧାରଣା ଦିଆଯାଏ ଓ ଏମାନ ଶତ ଶତ ବର୍ଷ ସ୍ଥାୟୀ।]