ତାଲୁକା ଅଫିସର Tālukā aphisara

  • ପ୍ରାଦେ. (ଗଞ୍ଜାମ) ବୈଦେ. ବି. (ଆ. ତଅଲ୍ଲୁକ୍ + ଇଂ. ଅଫିସର) — ଜିଲ୍ଲା ସବ୍ଡିଭିଜନର ପ୍ରଧାନ ରାଜକର୍ମଚାରୀ — Subdivisional officer