ତାଲୁକ ମଜୁକୁରୀ Tāluka majukurī
- ଦେ. ବି — ମୁସଲମାନ ଅମଳରେ ରାଜସ୍ୱ ସଂକ୍ରାନ୍ତ ପ୍ରଗନ୍ନାର ବିଭାଗବିଶେଷ — Name of a fiscal division during the Mahomedan rule in India
- ଦେ. ବି — [ଦ୍ର—ପ୍ରତ୍ୟେକ ପ୍ରଗନ୍ନା ରାଜସ୍ୱ ସଂକ୍ରାନ୍ତ କର୍ମଚାରୀମାନଙ୍କ ନାମାନୁସାରେ ତାଲୁକ ଚୌଧୁରୀ, ତାଲୁକ ମଜୁକୁରୀ ବା ମକଦ୍ଦମୀ ମଜକୁରୀ ଇତ୍ୟାଦି 5 ଭାଗରେ ବିଭକ୍ତ ଥିଲା—କୃପାସିନ୍ଧୁ ଇତିହାସ।] — [ଦ୍ର—ପ୍ରତ୍ୟେକ ପ୍ରଗନ୍ନା ରାଜସ୍ୱ ସଂକ୍ରାନ୍ତ କର୍ମଚାରୀମାନଙ୍କ ନାମାନୁସାରେ ତାଲୁକ ଚୌଧୁରୀ, ତାଲୁକ ମଜୁକୁରୀ ବା ମକଦ୍ଦମୀ ମଜକୁରୀ ଇତ୍ୟାଦି5ଭାଗରେ ବିଭକ୍ତ ଥିଲା—କୃପାସିନ୍ଧୁ ଇତିହାସ]