ତାର୍ୟ୍ୟ Tārj̄ya

  • ସଂ. ବିଣ (ତୃ ଧାତୁ= ପାର ହେବା+ କର୍ମବାଚ୍ୟ. ଯ) — ତରଣୀୟ; ପାରି ହେବାର ଉପଯୁକ୍ତ — Fit to be crossed; that which can be crossed
  • ବି — ନଦୀଆଦି ପାରି ହେବାର ଶୁଳ୍କ; ଘାଟମାସୁଲ — Fees for crossing a ferry; ferry-toll