ତାରିକ ପଡ଼ିବା Tārika paṟḍ̠ibā

  • ଦେ. ବି. (କଚିରିଆ) — ମକଦମା ଶୁଣାଣି ହେବା ପାଇଁ ହାକିମଙ୍କ ଦ୍ୱାରା ତାରିଖ ନିର୍ଦ୍ଧାରିତ ହେବା — A case being fixed for hearing; fixing of a certain date