ତାରାକ୍ଷ Tārāksha

  • ସଂ. ବି. (ନାମ) — ତାରାକ୍ଷ ନାମଧାରୀ ବାନରବିଶେଷ — The name of a monkey in the war of Rāmāyaṇa
  • ସଂ. ବି. (ନାମ) — ବାଳି ପୁତ୍ର ଜାମ୍ବବ ତାରାକ୍ଷ ସାତେ ଯାଇ। ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି. (ନାମ) — [ଦ୍ର— ରାମଚନ୍ଦ୍ର ରାବଣ ସହିତ ଯୁଦ୍ଧ କରିବା ସମୟରେ ଏ ରାମଚନ୍ଦ୍ରଙ୍କ ପକ୍ଷରେ ସୁଗ୍ରୀବଙ୍କ ଅଧୀନରେ ଜଣେ ସେନାପତି ଥିଲେ ।]
  • ସଂ. ବି. (ନାମ) — ତାରକାକ୍ଷ (ଦେଖ) (ହି. ଶବ୍ଦସାଗର) — Tārakākshya (See)