ତାର ମାଷ୍ଟର Tāra māshṭara

  • ଦେ. ବି. (ସଂ. ତାର. ଇଂ. ମାଷ୍ଟର୍) — ତାର ଅଫିସର ଭାରପ୍ରାପ୍ତ କର୍ମଚାରୀ — Telegraph signaller
  • ଦେ. ବି. (ସଂ. ତାର. ଇଂ. ମାଷ୍ଟର୍) — [ଦ୍ର—ତୁଳନାକର ଡାକମାଷ୍ଟର. ପୋଷ୍ଟମାଷ୍ଟର ।]