ତାର ଚନ୍ଦ୍ର ଶୁଦ୍ଧି Tara chandra ṡuddhi

  • ସଂ. ବି. (ଦ୍ୱନ୍ଦ୍ୱ ଓ 6 ଷ୍ଠୀ ତତ୍; ତାର+ଚନ୍ଦ୍ର+ଶୁଦ୍ଧି) ଜ୍ୟୋତିଷଶାସ୍ତ୍ରର ଗଣନାମତେ ମନୁଷ୍ୟ ପକ୍ଷରେ ଶୁଭ ଚନ୍ଦ୍ର ଓ ତାରକ ଘଟିବା ଅବସ୍ଥା — Auspicious astrological combination of stars and the moon on any fixed day