ତାର ଗ୍ରାମ Tāra grama
- ସଂ. ବି. (ସଙ୍ଗୀତ) — ଜୀଲ୍ ସ୍ୱର; ଖୁବ୍ତୀକ୍ଷ୍ଣ, ବା କେଁ କେଁୟାଁ ସ୍ୱର — Sharp or shrill note
- ସଂ. ବି. (ସଙ୍ଗୀତ) — କଣ୍ଠକୁ ତାର ଗ୍ରାମରେ ଯନ୍ତ୍ରି କୀରେ ଗଗନେ ଗମନ କରନ୍ତି । ଦୀନକୃଷ୍ଣ. ରସକଲ୍ଲୋଳ ।
- ସଂ. ବି. (ସଙ୍ଗୀତ) — ବେହେଲା, ହାର୍ମୋନିଅମ୍ ଆଦିର ତୀକ୍ଷ୍ଣ ସପ୍ତକ — The shrill octave in music