ତାର କରିବା Tāra karibā

  • ଦେ. କ୍ରି — ଟେଲିଗ୍ରାଫ୍ ଦ୍ୱାରା ସମ୍ବାଦ ପ୍ରେରଣ କରିବା — To wire; to send a telegraphic message
  • ଦେ. କ୍ରି — ଜନ୍ତାଦ୍ୱାରା ଧାତୁର କାଢ଼ିରୁ ତାର ଓଟାରିବା — to draw out wires from a metal rod