ତାର ଆଫିସ Tāra āphis

  • ଦେ. ବି. (ସଂ. ତାର+ଇଂ. ଅଫିସ୍) — ଟେଲିଗ୍ରାଫ୍ ଅଫିସ୍; ଯେଉଁ ସରକାରୀ କାର୍ଯ୍ୟାଳୟରେ ତାର ଦ୍ୱାରା ଦୂର ଦୂର ସ୍ଥାନ ମଧ୍ୟରେ ସଂବାଦାଦିର ଗ୍ରହଣ ଓ ପ୍ରେରଣ କରାଯାଏ — Telegraph office