ତାମ୍ରିକ Tāmrika

  • ସଂ. ବିଣ. (ତାମ୍ର+ଇକ) — ତାମ୍ରନିର୍ମିତ — Made of copper
  • ସଂ. ବିଣ. (ତାମ୍ର+ଇକ) — ତାମ୍ରମିଶ୍ରିତ — Mixed with copper
  • ସଂ. ବିଣ. (ତାମ୍ର+ଇକ) — ତାମ୍ରବର୍ଣ୍ଣବିଶିଷ୍ଟ — Copper-coloured
  • ସଂ. ବି — ତାମ୍ବରା — Brazier; copper smith (Apte)