ତାମ୍ରମୁଖ Tāmra mukha

  • ସଂ. ବିଣ ପୁଂ. (ବହୁବ୍ରୀହି; ତାମ୍ର+ମୁଖ) — ଯାହାର ମୁହଁ ତମ୍ବା ପରି ରକ୍ତାଭ — Copper-faced
  • ସଂ. ବି — ଇଉରୋପୀୟ ବା ଫିରିଙ୍ଗି ବ୍ଯକ୍ତି — An European or Frank (Apte)