ତାମ୍ରବର୍ଣ୍ଣୀ Tāmrabarṇṇī

  • ସଂ. ବି. (ତାମ୍ର+ବର୍ଣ୍ଣ+ସ୍ତ୍ରୀ. ଈ) — ରାଶିଫୁଲର କଢ଼ — The blossom of Sessamum (Apte)
  • ସଂ. ବି. (ତାମ୍ର+ବର୍ଣ୍ଣ+ସ୍ତ୍ରୀ. ଈ) — ମନ୍ଦାର ଫୁଲ (ହି. ଶବ୍ଦସାଗର) — China rose