ତାମ୍ରପତ୍ର Tāmra patra
- ସଂ. ବି. (ତାମ୍ର+ପତ୍ର; ମ. ପ. ଲୋ) — ତାମ୍ରପଟ୍ଟ (ଦେଖ) — Tāmrapaṭṭa (See)
- ସଂ. ବି. (ତାମ୍ର+ପତ୍ର; ମ. ପ. ଲୋ) — (ବହୁବ୍ରୀହି) ରକ୍ତ ବର୍ଣ୍ଣ ପତ୍ର ଯୁକ୍ତ ଗଛ — A tree with red leaves
- ସଂ. ବି. (ତାମ୍ର+ପତ୍ର; ମ. ପ. ଲୋ) — (କର୍ମଧା) ନୂଆ କଅଁଳିଆ ପତ୍ର — New tender leaves of trees