ତାମ୍ରଚୂଡ଼ Tāmrachūṟḍ̠a
- ସଂ. ବି. ପୁଂ. (ତାମ୍ର+ଚୂଡ଼ା; ତାମ୍ର ବର୍ଣ୍ଣ ଚୂଡ଼ା=ଚୂଳ ଯାହାର; ବହୁବ୍ରୀହି) — କୁକ୍କୁଟ; କୁକୁଡ଼ା — A cock (having a coppery coxcomb)
- ସଂ. ବି. ପୁଂ. (ତାମ୍ର+ଚୂଡ଼ା; ତାମ୍ର ବର୍ଣ୍ଣ ଚୂଡ଼ା=ଚୂଳ ଯାହାର; ବହୁବ୍ରୀହି) — କୁକ୍କୁରଦ୍ରୁ; କୁକୁର ଛାଲିଆ ଗୁଳ୍ମ (ହି. ଶବ୍ଦସାଗର) — Pavetta Indica plant