ତାମ୍ରକାର Tāmrakāra

  • ସଂ. ବି (ତାମ୍ର+କୃ+କର୍ତ୍ତୃ. ଅ) — ଯେ ତମ୍ବାରେ ଜିନିସ ଓ ବାସନ ତିଆରି କରେ; ତମ୍ବା କାରିଗର; ତାମ୍ବରା — Copper smith