ତାମ୍ରକର୍ଣ୍ଣୀ Tāmrakarṇṇī

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି; ତାମ୍ର+କର୍ଣ୍ଣ+ସ୍ତ୍ରୀ. ଈ) — ପଶ୍ଚିମ ଦିଗର ହସ୍ତିନୀ — The mythological she-elephant guarding the western point of the earth