ତାମ୍ର ପୁଷ୍ପ Tāmra pushpa

  • ସଂ. ବି. (ତାମ୍ର+ପୁଷ୍ପ; ବହୁବ୍ରୀହି) — କୋବିଦାର; ରକ୍ତକଞ୍ଚନ ଗଛ — Bauhinia Variegata (tree)
  • ସଂ. ବି. (ତାମ୍ର+ପୁଷ୍ପ; ବହୁବ୍ରୀହି) — ଭୂଇଁ ଚମ୍ପା (ଦେଖ) — Bhūiñ champā (See)
  • ସଂ. ବିଣ — ରକ୍ତବର୍ଣ୍ଣ ପୁଷ୍ପବିଶିଷ୍ଟ — Red flowered