ତାମ୍ର ପଲ୍ଲବ Tāmra pallaba

  • ସଂ. ବି. (ତାମ୍ର+ପଲ୍ଲବ; ବହୁବ୍ରୀହି; ଏହାର କଅଁଳ ପତ୍ରମାନ ତାମ୍ରବର୍ଣ୍ଣ ଥିବାରୁ) — ଅଶୋକ ଗଛ — The Aṡoka tree