ତାମ୍ର ପଟ୍ଟ Tāmrapaṭṭa
- ସଂ. ବି. (ତାମ୍ର+ପଟ୍ଟ; ମ. ପ. ଲୋ=ତାମ୍ର ନିର୍ମିତ ପଟ୍ଟ) — ତମ୍ବା ପାତିଆ; ତାମ୍ର ଫଳକ — A copper plate
- ସଂ. ବି. (ତାମ୍ର+ପଟ୍ଟ; ମ. ପ. ଲୋ=ତାମ୍ର ନିର୍ମିତ ପଟ୍ଟ) — [ଦ୍ର—ପୂର୍ବେ ରାଜାମାନଙ୍କ ସନନ୍ଦ ତାମ୍ର ପଟ୍ଟରେ ଖୋଳା ଯାଉଥିଲା; ବର୍ତ୍ତମାନ ନାନା ସ୍ଥାନରେ ଭୂଗର୍ଭରୁ ଅନେକ ତାମ୍ରପଟ୍ଟ ଲିଖିତ ପ୍ରାଚୀନ ଅନୁଶାସନମାନ ମିଳୁଛି।]