ତାମ୍ର କୀଟ Tāmra kīṭa

  • ସଂ. ବି — ସାଧବଘର ବୋହୁ; ଇନ୍ଦ୍ରଗୋପ; ପାଟପୋକ — The cochineal insect
  • ସଂ. ବି — କନକ ମହୀରେ ରହିଲେ ସଧୀରେ ଶୋଭା ଯେହେ ତାମ୍ରକୀଟ ଦୀନକୃଷ୍ଣ ରସକଲ୍ଲୋଳ।
  • ସଂ. ବି — ପାରୁଡ଼ା ପୋକ — The lady-bird insect (Apte)