ତାମ୍ବୂଳ ରାଗ Tāmbūḻa rāga

  • ସଂ. ବି. (ତାମ୍ବୂଳ+ରାଗ; 6 ଷ୍ଠୀ ତତ୍) — ପାନ ଚୋବାଇବାରୁ ଓଠରେ ହୋଇଥିବା ରକ୍ତିମା — The redness of the lips due to chewing betel
  • ସଂ. ବି. (ତାମ୍ବୂଳ+ରାଗ; 6 ଷ୍ଠୀ ତତ୍) — ପାନ ପିକ (ହି. ଶବ୍ଦସାଗର) — The spittle ejected after chewing betel
  • ସଂ. ବି. (ତାମ୍ବୂଳ+ରାଗ; 6 ଷ୍ଠୀ ତତ୍) — (ବହୁବ୍ରୀହି) ମସୁର ଡାଲି — Lens Esculenta; a kind of pulse