ତାମ୍ବୂଳ ବାହକ Tāmbūḻa bāhaka

  • ସଂ. ବି. ପୁଂ — ରାଜା ଆଦିଙ୍କ ସଙ୍ଗେ ଯେଉଁ ଚାକର ପାନଖିଲ ଓ ପାନଡିବା ଆଦି ଧରି ଥାଏ — A servant who carries the chewing betel-packets and betel-box with kings and rich men