ତାମ୍ବୁରା Tāmburā

  • ବୈଦେ. ବି (ଆ. ତାମ୍ବୁରା; କିମ୍ବା ତୁମ୍ବୁରୁ ଗନ୍ଧର୍ବ କର୍ତ୍ତୃକ ଉଦ୍ଭାବିତ ହୋଇଥିବାରୁ ଏହି ନାମ) — ଗୋପୀଯନ୍ତ୍ର; ତାନପୁରା — One-stringed guitar