ତାମିସ୍ର Tāmisra

  • ସଂ. ବି (ତମିସ୍ରା=ରାତ୍ରି+ଅ) — ରାକ୍ଷସ; ନିଶାଚର; ରାତ୍ରିଚର — Demon (who roams about in the night.)
  • ସଂ. ବି (ତମିସ୍ରା=ରାତ୍ରି+ଅ) — ଅବିଦ୍ୟାବିଶେଷ; ଇନ୍ଦ୍ରିୟବିଳାସଭୋଗର ବ୍ୟାଘାତଜନିତ କ୍ରୋଧ — Wrath or anger arising from the interruption of sensual indulgence
  • ସଂ. ବି (ତମିସ୍ରା=ରାତ୍ରି+ଅ) — ପ୍ରବଞ୍ଚକର ଦଣ୍ଡଭୋଗାର୍ଥ ଅନ୍ଧକାରମୟ ନରକବିଶେଷ — A gloomy division of the Hell for the punishment of deceitful persons
  • ସଂ. ବି (ତମିସ୍ରା=ରାତ୍ରି+ଅ) — କ୍ରୋଧ — Wrath; anger
  • ସଂ. ବି (ତମିସ୍ରା=ରାତ୍ରି+ଅ) — ଦ୍ୱେଷ — Envy