ତାମସକର୍ତ୍ତା Tāmasa karttā

  • ସଂ. ବି. ପୁଂ (କର୍ମଧା; ତାମସ+ କର୍ତ୍ତୃ. 1 ମା. ବ) — ଅନବହିତ, ବିବେକଶୂନ୍ଯ, ଉଦ୍ଧତ, ଶଠ, ପର ଉପରେ ଦାୟିତ୍ୱ ପକାଇ ନିଜେ ଦାୟିତ୍ୱରୁ ନିଷ୍କୃତି ପାଇବାକୁ ଇଚ୍ଛୁକ, ଅଳସ, ବିଷାଦଯୁକ୍ତ ଓ ଦୀର୍ଘସୂତ୍ରୀ କର୍ମୀ (ଭଗବଦ୍ଗୀତା 18/28 ) — ଅନବହିତ, ବିବେକଶୂନ୍ଯ, ଉଦ୍ଧତ, ଶଠ, ପର ଉପରେ ଦାୟିତ୍ୱ ପକାଇ ନିଜେ ଦାୟିତ୍ୱରୁ ନିଷ୍କୃତି ପାଇବାକୁ ଇଚ୍ଛୁକ, ଅଳସ, ବିଷାଦଯୁକ୍ତ ଓ ଦୀର୍ଘସୂତ୍ରୀ କର୍ମୀ (ଭଗବଦ୍ଗୀତା18/28)— A doer of work who is careless, unconscientious, arrogant, deceitful, irresponsible, lazy, sad and procrastinating