ତାମସ ପୁରାଣ Tāmasa purāṇa

  • ସଂ. ବି.—(ତାମସ+ ପୁରାଣ) — ପୁରାଣମାନଙ୍କ ଶ୍ରେଣୀ— ବିଶେଷ — Title of a group of Hindu purāṇas classed as gross
  • ସଂ. ବି.—(ତାମସ+ ପୁରାଣ) — [ଦ୍ର— ମତ୍ସ, କୂର୍ମ, ଲିଙ୍ଗ, ଶିବ, ସ୍କନ୍ଦ, ଅଗ୍ନି ଏହି 6 ଟି ପୁରାଣକୁ ତାମସ ବୋଲାଯାଏ। ତାମସ ତଳେ ନୋଟ୍ ଦେଖ।] — [ଦ୍ର— ମତ୍ସ, କୂର୍ମ, ଲିଙ୍ଗ, ଶିବ, ସ୍କନ୍ଦ, ଅଗ୍ନି ଏହି6ଟି ପୁରାଣକୁ ତାମସ ବୋଲାଯାଏ ତାମସ ତଳେ ନୋଟ୍ ଦେଖ]