ତାମସ ଦାନ Tāmasa dāna

  • ସଂ. ବି.—(କର୍ମଧା; ତାମସ+ ଦାନ) — ଦେଶକାଳ ବିଚାର ନ କରି, ଅସତ୍କାର ଓ ଅବଜ୍ଞା ସହକାରେ ଅପାତ୍ରରେ କରାଯିବା ଦାନ (ଭଗବଦ୍ଗୀତା 17/22 ) — ଦେଶକାଳ ବିଚାର ନ କରି, ଅସତ୍କାର ଓ ଅବଜ୍ଞା ସହକାରେ ଅପାତ୍ରରେ କରାଯିବା ଦାନ (ଭଗବଦ୍ଗୀତା17/22)— A gift made to an improper person at an improper time and place and without due respect