ତାମସ ତ୍ୟାଗ Tāmasa tyāga

  • ସଂ. ବି. (କର୍ମଧା; ତାମସ+ ତ୍ୟାଗ) — ମୋହବଶତଃ ଯଜ୍ଞ, ଦାନ ଓ ତପସ୍ୟାଦି କର୍ତ୍ତବ୍ୟ କର୍ମମାନଙ୍କ ତ୍ୟାଗ (ଭଗବଦ୍ଗୀତା 18/7 ) — ମୋହବଶତଃ ଯଜ୍ଞ, ଦାନ ଓ ତପସ୍ୟାଦି କର୍ତ୍ତବ୍ୟ କର୍ମମାନଙ୍କ ତ୍ୟାଗ (ଭଗବଦ୍ଗୀତା18/7)—Abandonment of one's charitable or religious duties on account of infantuation