ତାମସ ଗୁଣ Tāmasa guṇa
- ସଂ. ବି — ତମୋଗୁଣ—(ତମଃ ତଳେ ନୋଟ୍ ଦେଖ) — The gross attributes or elements in Nature (See notes under Tamaḥ)
- ସଂ. ବି — ବିଷାଦ କ୍ରୋଧ ଲୋଭ ହିଂସା ଯାଚଜ୍ଞା ଦମ୍ଭ ମିଥ୍ୟା ଭାଷା କନ୍ଦଳ ଶୋକ ଭୟ ଭ୍ରମ ନିଦ୍ରା ଅଳସ ଆଶା ଶ୍ରମ ଏତେ ତାମସ ଗୁଣ ଜାଣି ଏବେ ହୋ ଶୁଣି ପରିମାଣ। ଜଗନ୍ନାଥ. ଭାଗବତ।