ତାମସ କୀଳକ Tāmasa kīḻaka
- ସଂ. ବି. (ବିଜ୍ଞାନପରିଭାଷା) — ସୂର୍ଯ୍ୟ ଓ ଚନ୍ଦ୍ରମଣ୍ଡଳର ଦେହରେ ବେଳେ ବେଳେ ଦେଖାଯିବା କଳା ଦାଗମାନ — Sun-spots; black spots on the surface of the sun and of the moon
- ସଂ. ବି. (ବିଜ୍ଞାନପରିଭାଷା) — [ଦ୍ର—ଏମାନ ସଂଖ୍ୟାରେ 33 । ସୂର୍ଯ୍ୟମଣ୍ଡଳରେ ଏମାନ ଦେଖା— ଗଲେ ଫଳିତ ଜ୍ୟୋତିଷ ମତରେ ସଂସାରରେ ଅଶୁଭ ଘଟେ ଓ ଚନ୍ଦ୍ର— ମଣ୍ଡଳରେ ଦେଖାଗଲେ ଶୁଭ ଘଟେ। ଏମାନେ ରାହୁଙ୍କ ପୁତ୍ର ଥିବାର କଳ୍ପିତ (ହି. ଶବ୍ଦସାଗର)।] — [ଦ୍ର—ଏମାନ ସଂଖ୍ୟାରେ33 ସୂର୍ଯ୍ୟମଣ୍ଡଳରେ ଏମାନ ଦେଖା— ଗଲେ ଫଳିତ ଜ୍ୟୋତିଷ ମତରେ ସଂସାରରେ ଅଶୁଭ ଘଟେ ଓ ଚନ୍ଦ୍ର— ମଣ୍ଡଳରେ ଦେଖାଗଲେ ଶୁଭ ଘଟେ ଏମାନେ ରାହୁଙ୍କ ପୁତ୍ର ଥିବାର କଳ୍ପିତ (ହି. ଶବ୍ଦସାଗର)]