ତାମଲିପ୍ତ Tāmalipta

  • ସଂ. ବି. (ତାମ=ଦୁଃଖ+ଲିପ୍ତ; ଯେଉଁ ଦେଶ ଦୁଃଖ—ଲିପ୍ତ) — ତମଲୁକ; ତାମ୍ରଲିପ୍ତ ଅଞ୍ଚଳ ଓ ନଗର; ତମାଳିକା — The country and town of Tamlook