ତାମରସୀ Tāmarasī

  • ସଂ. ବି. ସ୍ତ୍ରୀ (ତାମରସ+ ସ୍ତ୍ରୀ. ଈ) — ପଦ୍ମିନୀ; ପଦ୍ମ ସମୂହ — Collection of lotuses
  • ସଂ. ବି. ସ୍ତ୍ରୀ (ତାମରସ+ ସ୍ତ୍ରୀ. ଈ) — ପଦ୍ମ ପୂର୍ଣ୍ଣ ଜଳାଶୟ — Lotus-pond (Apte)